Monday, 10 June 2024

ହୃଦୟ

କର୍ଣ୍ଣ ଶୁଣିବା ପାଇଁ ଗୀତ ଗାଇବ
ମୁଁ ଅଙ୍କ ରଖିବା ପାଇଁ 
ଦେବ ସୁନ୍ଦର ଫୁଲ,
ନେତ୍ର ଅଞ୍ଜନା ପାଇଁ 
ମେଘ କୁ ଆଣିବା,
ତାହାର ମହିମା କହିବା ପାଇଁ 
ପର୍ବତ କୁ ଚାଡ଼ିବା,

ମୁଁ ଖୁଶି ରଖିବା ପାଇଁ 
ତାହାର ମୁଖ ର ଉପରେ,
କ୍ଷିତିଯେ ରେ ବି ବଡ 
ମୁଁ ଖିଚିବ ଲହରେ,

ମନ ରଖିବା ହେତୁ 
ତା'ର ସବୁ ରେ ପ୍ରଥମ,
ମୋଦୀଙ୍କୁ ଡାକିବା
ମୁଁ ବନାଇବ ମିନିଷ୍ଟର,

ଯେମିତି ବି ହବ
ମୁଁ ସବୁ ଚେଷ୍ଟା କରିବ,
ତାହାର ହୃଦଯ କୁ
ମୁଁ ହର୍ଷ ରେ ଭରିବ!

No comments:

Post a Comment

ठिठोली

झूला झूले रज का  कित टूटे और छूटे डोरी प्रिय संग का, यह उच्छ्वास पर निःश्वास, दोलन ऊपर को अंतर मे उल्लास, भय और रोमांच  करते नृत्य  जुगलबंदी...